ଦୀର୍ଘ ୩୫ ବର୍ଷ ପରେ ରାଜା ମାନସିଂହ ହତ୍ୟା ମାମଲାରେ ୧୧ ପୁଲିସ ‌ଦୋଷୀସାବ୍ୟସ୍ତ

୧,୭୦୦ରୁ ଅଧିକ ଥର ଶୁଣାଣି, ଦଣ୍ଡାଦେଶ ଘୋଷଣା ଆଜି ମଥୁରା: ୧୯୮୫ ମସିହାରେ ରାଜସ୍ଥାନର ଜଣେ ରାଜାଙ୍କ ହତ୍ୟା ମାମଲାରେ ଗତକାଲି ରାୟ ଆସିଛି। ରାଜସ୍ଥାନର ଏକ ଗଡ଼ଜାତ ରାଜ୍ୟ ଭରତପୁରର ରାଜା ମାନସିଂହଙ୍କ ହତ୍ୟା ମାମଲାରେ ଜଣେ ଡିଏସ୍‌ପିଙ୍କ ସମେତ ୧୧ ପୁଲିସ କର୍ମୀ ଦୋଷୀସାବ୍ୟସ୍ତ ହୋଇଛନ୍ତି। ପଶ୍ଚିମ ଉତ୍ତରପ୍ରଦେଶର ମଥୁରାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦୀର୍ଘ ୨ ଦଶନ୍ଧି ଧରି ମାମଲାର ଶୁଣାଣି କରିବାପରେ ‌ଶେଷରେ ୧୧ … Continue reading ଦୀର୍ଘ ୩୫ ବର୍ଷ ପରେ ରାଜା ମାନସିଂହ ହତ୍ୟା ମାମଲାରେ ୧୧ ପୁଲିସ ‌ଦୋଷୀସାବ୍ୟସ୍ତ